www.samajalive.in
Sunday, December 14, 2025
26.1 C
Bhubaneswar

ସମୁଦ୍ରରୁ ମିଳିଲା ବିରଳ ଭାସମାନ ପଥର

ପୁରୀ: ପୁରୀରେ ସମୁଦ୍ରରୁ ମିଳିଛି ବିରଳ ଭାସମାନ ପଥର। ଏହା ‘ଶ୍ରୀରାମ ଶିଳା’ ବୋଲି କିଛି ବରିଷ୍ଠ ବ୍ୟକ୍ତି ମତ ଦେଇଛନ୍ତି। ଏହା ତ୍ରେତୟା ଯୁଗର ବୋଲି କୁହାଯାଉଛି। ସେତୁବନ୍ଧରେ ଏହି ପ୍ରକାର ଭାସମାନ ପଥର ବ୍ୟବହାର କରାଯାଇଥିଲା। ଗତକାଲି ଦୁର୍ଗାମୂର୍ତ୍ତି ବିସର୍ଜନ ସମୟରେ ପୁରୀର ଜଣେ ବ୍ୟକ୍ତି ସମୁଦ୍ରରୁ ଏହି ଭାସମାନ ଶିଳା ପାଇଛନ୍ତି। ତାହାକୁ ନେଇ ମାର୍କଣ୍ଡେୟ ତୀର୍ଥ ପୁଷ୍କରିଣୀରେ ପରୀକ୍ଷା କରାଯାଇଛି। ସେଠାରେ ମଧ୍ୟ ଏହି ପଥର ଭାସୁଥିବା ଦେଖିବାକୁ ମିଳିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories