www.samajalive.in
Saturday, December 6, 2025
16.1 C
Bhubaneswar

ଶ୍ରୀମନ୍ଦିର ଗଲେ ଏଣିକି ଏସବୁ ପିନ୍ଧିବେ ; ଜାରି ହେଲା ପରାମର୍ଶବଳୀ

ପୁରୀ : ଏଣିକି ଶ୍ରୀମନ୍ଦିର ପ୍ରବେଶ ବେଳେ ପିନ୍ଧିବେ ମାର୍ଜିତ ପୋଷାକା ଶ୍ରୀମନ୍ଦିର ପ୍ରବେଶ ବେଳେ ମାର୍ଜିତ ପୋଷାକ ପ୍ରସଙ୍ଗ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ପରାମର୍ଶବଳୀ ଜାରି ହୋଇଛି। ପୁରୁଷ ମାନେ ପ୍ୟାଣ୍ଟ ସାର୍ଟ,ଚୁଡିଦାର ପଞ୍ଜାବୀ,ଧୋତି ପିନ୍ଧିବେ। ମହିଳା ପିନ୍ଧିବେ ଶାଢୀ, ଶାଲୱାର କମିଜ୍‌‌ ଭଳି ଶାଳୀନତା ପୂର୍ଣ୍ଣ ପୋଷାକା ହାଫ୍‌‌ ପ୍ୟାଣ୍ଟ,ଚିରାଫଟା ଜିନ୍ସ ସମ୍ପୂର୍ଣ୍ଣ ବର୍ଜନୀୟ। ଧାର୍ମିକ ଭାବନାକୁ କୁଠାରଘାତ କଲା ଭଳି ପୋଷାକ ବର୍ଜନୀୟା ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଆସନ୍ତା ନୂଆବର୍ଷଠାରୁ କଡାକଡି ଭାବେ ଏହି ନିୟମ ଲାଗୁ ପାଇଁ ଏବେ ଠାରୁ ପଦକ୍ଷେପ ନିଅ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶବଳୀ ଜାରି ହୋଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories