www.samajalive.in
Monday, December 15, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଝାରସୁଗୁଡାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡିବ ବିମାନ..

ନଭେମ୍ବର ୫ରୁ କୋଲକାତା,୧୫ରୁ ବେଙ୍ଗାଲୁରୁକୁ ଉଡିବ ବିମାନ..

- Advertisement -

ପ୍ରତିଦିନ ଏହି ଦୁଇ ସ୍ଥାନକୁ ବିମାନ ଚଳାଚଳ କରିବ..

ପାରାଦୀପ : ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କଲା ସିବିଆଇ..

ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଫିସର ରାଜେନ୍ଦ୍ର ପାଣିଗ୍ରାହୀ ଗିରଫ..

ପୁରୀ : ଶ୍ରୀମନ୍ଦିର ପ୍ରବେଶ ବେଳେ ମାର୍ଜିତ ପୋଷାକ ପ୍ରସଙ୍ଗ..

ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ପରାମର୍ଶବଳୀ.. ପୁରୁଷ ମାନେ ପ୍ୟାଣ୍ଟ ସାର୍ଟ,ଚୁଡିଦାର ପଞ୍ଜାବୀ,ଧୋତି ପିନ୍ଧିବେ..

ମହିଳା ପିନ୍ଧିବେ ଶାଢୀ, ଶାଲୱାର କମିଜ୍‌‌ ଭଳି ଶାଳୀନତା ପୂର୍ଣ୍ଣ ପୋଷାକ..

ସୋନିପତ୍‌‌ର କୁଣ୍ଡଲୀ-ମାନେସର-ପଲବଲ ଏକ୍ସପ୍ରେସ-ୱେରେ ଗାଁ ପିପଲୀ ନିକଟରେ ପିକଅପ୍‌‌କୁ ଧକ୍କା ଦେଲା ଟ୍ରକ..

୫ ମୃତ,୧୫ ଆହତ..

ବୁର୍ଲା : ୫୩ ନମ୍ବର ଜାତୀୟ ରାଜପଥ ବୁର୍ଲା ଆମ୍ବସଢା କଣ୍ଟାପାଲି ନିକଟରେଗୋରୁ ବୋଝେଇ ଟ୍ରଲର ଦୁର୍ଘଟଣାଗ୍ରସ୍ତ..

୪ ମୃତ, ଜଣେ ଗୁରୁତର..

ଆଜି ଠାରୁ ଅପରେସଜନ ଅଜୟ ; ଇସ୍ରାଏଲରୁ ଆସିବେ ଭାରତୀୟ..

ଇସ୍ରାଏଲ-ହମାସ ଯୁଦ୍ଧରେ ୨୮୦୦ ରୁ ଅଧିକ ଲୋକ ପ୍ରାଣ ହରାଇଲେ..

ଜାମ୍ମୁ କାଶ୍ମୀର: ବାରାମୁଲ୍ଲା-ହ୍ୟାଣ୍ଡୱାରା ରାଜପଥରେ ସନ୍ଦିଗ୍ଧ ଜିନିଷ ଉଦ୍ଧାର..

ଯାତାୟତ ବନ୍ଦ .. ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ସ୍କ୍ୱାର୍ଡ..

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories