ଡେସ୍କ: ଫଟୋ ସାମ୍ବାଦିକ ଦାନିସ୍ ସିଦ୍ଦିକିଙ୍କୁ ୨୦୧୨ ମସିହା ପାଇଁ ସମ୍ମାନଜନକ ପୁଲିଜର ପୁରସ୍କାର ମିଳିଛି। ତାଙ୍କ ସହକର୍ମୀ ଆଧନାମ ଆବିଦି, ସାନା ଇର୍ଶାଦ ମଟୁ ଓ ଅମିତ୍ ଡାବେ ଏହି ପୁରସ୍କାର ପାଇଛନ୍ତି। ସିଦ୍ଦିକିଙ୍କୁ ଗତବର୍ଷ ଆଫଗାନିସ୍ଥାନରେ କାମ କରିବାକୁ ସୁଯୋଗ ମିଳିଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ରେକିଙ୍ଗ୍ ନ୍ୟୁଜ୍ ଫଟୋଗ୍ରାଫି ବର୍ଗରେ ଲସ୍ ଆଞ୍ଜେଲ୍ସ ଟାଇମ୍ର ମାର୍କସ ୟାମ୍ ପୁରସ୍କାର ଲାଭ କରିଛନ୍ତି। ଇତିମଧ୍ୟରେ ୱାଶିଂଟନ୍ ପୋଷ୍ଟ୍ ପବ୍ଲିକ୍ ସର୍ଭିସ୍ ଜର୍ଣ୍ଣାଲିଜିମ୍ କ୍ଷେତ୍ରରେ ପୁଲିଜର
ପୁରସ୍କାର ପାଇଛି।
ଫଟୋ ସାମ୍ବାଦିକ ଦାନିସ୍ ସିଦ୍ଦିକିଙ୍କୁ ପୁଲିଜର ପୁରସ୍କାର
Popular Categories



