ଅନୁଗୁଳ: ଅନୁଗୁଳରେ ସଫେଇ କର୍ମଚାରୀମାନେ ଧାରଣା ଦେଇଛନ୍ତି। ଅନୁଗୁଳ ପୌରପାଳିକା ଅଧୀନରେ ଠିକାଦାରମାନଙ୍କ ପାଖରେ ସଫେଇ କର୍ମଚାରୀମାନେ କାର୍ଯ୍ୟ କରୁଥିଲେ। ତେବେ ସଫେଇ କର୍ମଚାରୀମାନେ ମଙ୍ଗଳବାର ଦିନ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି। ଆଜି ସକାଳ ସମୟରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ସେମାନେ ଧାରଣା ଦେଇଛନ୍ତି।
Popular Categories