www.samajalive.in
Saturday, December 6, 2025
14.1 C
Bhubaneswar

ନା ୱିଣ୍ଡୋ ନା ସ୍ପ୍ଲିଟ୍ : ଆସିଗଲା ଏମିତି ଏସି ; ଯୁଆଡେ ଚାହିଁବେ ସିଆଡେ ନେବେ, ଦାମ୍ ଏତିକି..

ନୂଆଦିଲ୍ଲୀ : ଦେଶର ଅଧିକାଂଶ ସ୍ଥାନରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଏଥିରେ ମୁକ୍ତି ପାଇବା ପାଇଁ ଲୋକେ ଏସି ଉପରେ ନିର୍ଭର କରୁଛନ୍ତି। ସାଧାରଣତଃ ଲୋକେ ୱିଣ୍ଡୋ କିମ୍ବା ସ୍ପ୍ଲିଟ୍ ଏସି ବ୍ୟବହାର କରି ଥାଆନ୍ତି।

ମାତ୍ର ପୋରର୍ଟେବଲ୍ ଏସି ବିଷୟରେ ଜାଣିଛନ୍ତି କି? ଯାହାକୁ ରୁମ୍ କୁଲର୍ ଭଳି ଘରେ ବ୍ୟବହାର କରି ପାରିବେ। ଘରର ଯେକୌଣସି କୋଣରେ ରଖି ପାରିବେ। ପୋରର୍ଟେବଲ୍ ଏସିକୁ ଲଗାଇବା ପାଇଁ ଘରର କୌଣସି ସ୍ଥାନକୁ ଭାଙ୍ଗିବାକୁ ପଡିବ ନାହିଁ। କିମ୍ବା କୌଣସି ସ୍ୱତନ୍ତ୍ର ସ୍ଥାନର ମଧ୍ୟ ଆବଶ୍ୟକତା ନାହିଁ। ଘରର ଯେକୌଣସି କୋଣରେ ରଖି ପାରିବେ।

- Advertisement -

ଯଦି ଆପଣ କୌଣସି ସ୍ଥାନରେ ଭଡା ଘରେ ରହୁଥିବେ, ତେବେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନ ପରିବର୍ତ୍ତନ କରିବାକୁ ପଡିଥାଏ। ଏହି ସମୟରେ ପୋରର୍ଟେବଲ୍ ଏସି ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ।

ଜୁନରେ ଗଜକେଶରୀ ରାଜଯୋଗ : ଏହି ରାଶିଙ୍କର ଆଉ ଚିନ୍ତା ନାହିଁ; ମିଳିବ ଟଙ୍କା, ହେବ ବିବାହ..

ଏହାକୁ କକ୍ଷର ଯେକୌଣସି ସ୍ଥାନରେ ରଖିପାରିବେ। ଏଥିରେ କେବଳ ଏକ ପାଇପ୍ ସଂଯୋଗ କରାଯିବ।
ଇଣ୍ଟରନେଟରେ ଏହି ଏସି ୧.୫ ଟନ୍ (୪୩,୯୯୦) ଓ ୧ ଟନ୍ (୩୩,୦୯୦) ଟଙ୍କାରେ ମିଳି ପାରିବ। ଅଫଲାଇନରେ ମଧ୍ୟ ମିଳି ପାରିବ।
ପୋରର୍ଟେବଲ୍ ଏସିକୁ ଅନ୍ୟ ଏସି ଭଳି ବ୍ୟବହାର କରିବା ଖୁବ୍ ସହଜ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories