www.samajalive.in
Saturday, December 6, 2025
14.1 C
Bhubaneswar

ଅଭିନେତ୍ରୀ ପୁନମ୍‍ ପାଣ୍ଡେ ଜୀବିତ, ଭିଡ଼ିଓ ଜାରି କରି ନିଜେ ଦେଲେ ସୂଚନା

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ୍‍ ପାଣ୍ଡେ ଜୀବିତ । ଏନେଇ ପୁନମ୍‍ ନିଜେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜଣାଇଛନ୍ତି । ଏକ ଭିଡ଼ିଓ ଜାରି କରି ସେ ଫ୍ୟାନ୍ସ ମାନଙ୍କୁ ଜୀବିତ ଥିବା ସୂଚନା ଦେଇଛନ୍ତି । ଜରାୟୁ କର୍କଟରେ ପୀଡିତ ଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ଏହି ରୋଗରୁ ସଚେତନ ରହିବା ପାଇଁ ଏପରି ପୋଷ୍ଟ କରିଥିବା କହିଛନ୍ତି ପୁନମ୍‍ । ଶୁକ୍ରବାର ଫେବୃଆରୀ ୨ରେ ପୁନମ୍‍ଙ୍କ ମୃତ୍ୟୁ ନେଇ ଖବର ଆସିଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯଦିଓ ଫ୍ୟାନ୍ସ ମାନେ ଏହାକୁ ବିଶ୍ୱାସ କରିପାରୁନଥିଲେ କିନ୍ତୁ ବର୍ତ୍ତମାନ ପୁନମ ପାଣ୍ଡେ ନିଜେ ଆଗକୁ ଆସି ତାଙ୍କ ମୃତ୍ୟୁ ଖବରକୁ ମିଥ୍ୟା ଘୋଷଣା କରିଛନ୍ତି । ପୁନମ ନିଜେ ହିଁ ତାଙ୍କ ଦେହାନ୍ତ ନେଇ ମିଥ୍ୟା ଖବର ପ୍ରଚାର କରିଥିଲେ ।

 

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories