ଭୁବନେଶ୍ୱର : ସୋମବାର ବିଧାୟକ ପଦରୁ ନବ ଦାସ ଇସ୍ତଫା ଦେଇଛନ୍ତି। ସୂଚନା ଅନୁଯାୟୀ, ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବିଜେଡ଼ିରେ ଯୋଗଦେବା ପରେ ଝାରସୁଗୁଡ଼ା ବିଧାୟକ ପଦରୁ ସେ ଇସ୍ତଫା ପତ୍ର ଦେଇଛନ୍ତି।
ଗତ ଜାନୁହାରୀ ୧୬ ତାରିଖ ଦିନ ସେ କଂଗ୍ରେସର ପ୍ରାର୍ଥମିକ ସଦସ୍ୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ରୁ ଇସ୍ତଫା ଦେବା ପରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ।
ବିଧାୟକ ପଦରୁ ନବ ଦାସଙ୍କ ଇସ୍ତଫା
Popular Categories



