bjd gruha runa

ପୋଲ ତଳକୁ ଖସିଲା ଯାତ୍ରୀବାହୀ ଗାଡି, ଅଳ୍ପକେ ବର୍ତ୍ତିଲେ ୭ ଯାତ୍ରୀ

BJD Bijuli 480×75 Mob
0

ବାଲେଶ୍ବର: ଟେମ୍ପୁ ପାନପନା ନିକଟରେ ଥିବା ଏକ ପୋଲ ତଳକୁ ଖସିପଡିଲା ଯାତ୍ରୀବାହୀ ଗାଡି । ଏଥିରେ କେହି ମଅତାହତ ହୋଇନଥିବା ବେଳେ ୭ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କଟକରୁ ବାଲେଶ୍ବର ଯାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଟେମ୍ପୁ ପାନପନା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତଙ୍କୁ ବାଲେଶ୍ବର ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ  କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେମାନେ ହେଲେ ଚିତ୍ତରଞ୍ଜନ ପଣ୍ଡା(୫୫) ଓ ତାଙ୍କ ଝିଅ ରୋଶନି ପଣ୍ଡା(ସାଢେ ୩ ବର୍ଷ) ।

Leave A Reply