ପାଟଣା: ପାଟଣା ଥାନା ଅଞ୍ଚଳ ଭୋଳପଳା, ଭାଲିଆଡ଼ିହା ଓ ଖଣ୍ଡେଇପଡା ଗ୍ରାମ ବନଇଲାକାରେ ଚାଲିଥିବା ୩ଟି ମଦଭାଟି ଉପରେ ମଙ୍ଗଳବାର ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତ ଓରାମ, ଏଏସଆଇ ପଞ୍ଚମୀ ମହାନ୍ତ ଓ ଅନ୍ୟ କର୍ମଚାରୀମାନେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଭାଲିଆଡିହା ମଦ ଭାଟିରୁ ୧ କୁଇଣ୍ଟାଲରୁ ଅଧିକ ମହୁଲ ପୋଚ ନଷ୍ଟ କରିଥିବା ବେଳେ ଖଣ୍ଡେଇପଡା ଓ ଭୋଳପଡା ମଦଭାଟିରୁ ୧୦ କୁଇଣ୍ଟାଲ ପାଖାପାଖି ମହୁଲ ପୋଚ ପୁଲିସ ନଷ୍ଟ କରିଛି। ଏହା ଛଡ଼ା ମଦ ରନ୍ଧା ସାମଗ୍ରୀ ଓ ପୋଚ ଗଚ୍ଛିତ ଥିବା ପ୍ଲାଷ୍ଟିକ ଡ୍ରମଗୁଡିକୁ
Popular Categories



