ଡେସ୍କ: ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ସାଂସ୍କୃତିକ ଆଇକନ୍ କନକ ରାଜୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଗୁସାଡୀ ନୃତ୍ୟ ସଂରକ୍ଷଣରେ ରାଜୁଙ୍କ ଅବଦାନକୁ ପ୍ରଶଂସା କରିବା ସହ ତାଙ୍କ ପରମ୍ପରା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି। ରାଜୁଙ୍କ ସମର୍ପଣ ଏବଂ ଉତ୍ସାହ ସୁନିଶ୍ଚିତ କରିଛି ଯେ ସାଂସ୍କୃତିକ ଐତିହ୍ୟର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ସେମାନଙ୍କର ପ୍ରାମାଣିକ ରୂପରେ ବିକଶିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Popular Categories



