ଦୁଷ୍କର୍ମୀକୁ ୨୦ବର୍ଷ ଜେଲ, ପୀଡ଼ିତାକୁ ୬ ଲକ୍ଷ ଦେବାକୁ ଜିଲା ଆଇନସେବା ପ୍ରାଧୀକରଣକୁ ନିର୍ଦେଶ
ଫୁଲବାଣୀ: ୨୦୨୧ ସଦର ଥାନା ନାବାଳିକା ଦୁଷ୍କର୍ମ ମାମଲାରେ ପୋକ୍ସୋ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀ ଗଣେଶ ପ୍ରଧାନକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଜେଲ ଦଣ୍ଡ ସହ ୨୨ ହଜାର ଜୋରିମାନା ଶୁଣାଇଛନ୍ତି ପୋକ୍ସୋ କୋର୍ଟ। ପୀଡ଼ିତାକୁ ୬ ଲକ୍ଷ ଦେବାକୁ ଜିଲା ଆଇନସେବା ପ୍ରାଧୀକରଣକୁ ନିର୍ଦେଶ ଦିଆଯାଇଛି।
Comments are closed.