www.samajalive.in
Monday, December 15, 2025
15.1 C
Bhubaneswar

ରାତିରେ ବୋଲେରୋରେ ଗାଈ ଚୋରି ଉଦ୍ୟମ – ସିସିଟିଭିରେ କଏଦ ହେଲା ଦୃଶ୍ୟ

ପାଟଣା – ପାଟଣା ଥାନାରେ ଗତକାଲି ନୂତନ ଥାନାଧିକାରୀ ଭାବେ ମନୋରଞ୍ଜନ ପ୍ରଧାନ କାର୍ଯ୍ୟରେ ଯୋଗ ଦେବାର ୨୪ ଘଣ୍ଟା ନପୁରୁଣୁ ଗୋ – ମାଫିଆ ମାନେ ପୁଲିସ କୁ ଖୋଲା ଚ୍ୟାଲେଞ୍ଜ ଦେବା ଭଳି କାମ କରିଛନ୍ତି । ପାଟଣା ଥାନା ଠାରୁ ବଡ଼ ପାଟଣା ପଞ୍ଚାୟତ କାର୍ଯ୍ୟାଳୟ ମାତ୍ର ୨ ଶହ ମିଟର ମଧ୍ୟରେ ଥିବା ଦୁର୍ଗା ମଣ୍ଡପ ନିକଟରୁ ଗତରାତି ଗୋରୁ ଚୋର ମାନେ ଗୋଟିଏ ଗାଈ କୁ ବୋଲେରୋ ରେ ଉଠାଇ ନେବା ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଏହାର ଦୃଶ୍ୟ ସେଠାରେ ଥିବା ସିସିଟିଭିରେ କଏଦ ହୋଇଛି ।

ନିକଟରେ କେନ୍ଦୁଝର ପୁରୁଣା ବଜାର ଅଞ୍ଚଳରୁ ଅନୁରୂପ ଭାବେ ଗାଈ ଚୋରୀ ହେବା ପରେ ପାଟଣା ଉପରେ ଗୋରୁ ଚୋର ଙ୍କ ନଜର ପଡ଼ିଥିବାରୁ ସ୍ଥାନୀୟ ପୁଲିସ ଏଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ମତ ପ୍ରକାଶ ପାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories