www.samajalive.in
Saturday, December 6, 2025
14.1 C
Bhubaneswar

ବିରଳ ସବୁଜ ଧଣ୍ଡ ସାପ ଉଦ୍ଧାର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଖଜୁରିଜୁଆଣି ଗ୍ରାମର ଅଭିମନ୍ୟୁ ନାୟକଙ୍କ ଘରୁ ଏକ ବିରଳ ସବୁଜ ରଙ୍ଗର ଧଣ୍ଡ ସାପ ଉଦ୍ଧାର ହୋଇଛି । ଏହି ସାପଟିକୁ ଦେଖିବା ପରେ ସେ ଢେଙ୍କିକୋଟର ସର୍ପ ଧରାଳି ନାଦିର ଆନସାରିଙ୍କୁ ଖବର ଦେଇଥିଲେ । ନାଦିର ସେଠାକୁ ଯାଇ ଏହି ସବୁଜ ରଙ୍ଗର ବିରଳ ଧଣ୍ଡ ସାପଟିକୁ ଉଦ୍ଧାର କରିଥିଲେ । ସନ୍ଧ୍ୟାରେ ସେ ଏହି ସାପଟିକୁ ଘଞ୍ଚ ଜଙ୍ଗଲରେ ଛାଡିଥିବା ଜଣାପଡିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories