www.samajalive.in
Saturday, December 6, 2025
14.1 C
Bhubaneswar

ବିରଳ ଡାଳି ସାପ ଉଦ୍ଧାର

ପାଟଣା : ଢେଙ୍କିକୋଟ ପଞ୍ଚାୟତ କପାସପଡା ଗ୍ରାମର ଆଲୋକ ନାଏକଙ୍କ ଘର ସାମ୍ନାରେ ଏକ ବେଲ ଗଛରେ ବିରଳ ବିଷାକ୍ତ ଡାଳି ସାପ ଥିବା ତାଙ୍କ ପରିବାର ଦେଖିଥିଲେ । ଏନେଇ ଢେଙ୍କିକୋଟର ସର୍ପ ଧରାଳି ଅବଦୁଲ ନାଦୀର ଆନସାରୀଙ୍କୁ ଖବର ଦିଆଯାଇଥିଲା । ନାଦୀର ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସକାଳୁ ପାଖ ଜଙ୍ଗଲରେ ସାପଟିକୁ ଛାଡି ଦିଆଯାଇଥିବା ଜଣାପଡ଼ିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories