www.samajalive.in
Friday, December 12, 2025
16.1 C
Bhubaneswar

ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ପାଟଣା: ପାଟଣା ଥାନା ଅନ୍ତର୍ଗତ ଗୋଧିନାଳୀ ଗ୍ରାମରୁ ଗତ ୧୨ ତାରିଖ ଅପହୃତ ହୋଇଥିବା ଜଣେ ନାବାଳିକାକୁ ପାଟଣା ଆରକ୍ଷୀ ଅଧିକ୍ଷକ ଗତକାଲି ମୟୂରଭଞ୍ଜ ଜିଲା ଯଶିପୁର ଥାନା ବାଟଖଣ୍ଡଗଣ୍ଠି ଗ୍ରାମରୁ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକକୁ ଧରିଥିଲା। ଆଜି ସଂପୃକ୍ତ ନାବାଳିକା ଓ ଅପହରଣକାରୀର ଡାକ୍ତରୀ ମାଇନା କରାଯିବା ପରେ ପକ୍ସୋ ଆଇନରେ ଯୁବବାଟଖଣ୍ଡ ଗଣ୍ଠି ଗ୍ରାମର ଲିପୁନ ରଣା (୨୨)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କ ଠାରୁ ଜଣାପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories