www.samajalive.in
Saturday, December 6, 2025
17.1 C
Bhubaneswar

ରାଜ୍ୟ ବାହାର ଲୋକଙ୍କ ଉପରେ ନଜର ରଖିବାକୁ ଥାନାରେ ବିଜେପି ନେତାଙ୍କ ଦାବି

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳକୁ ରାଜ୍ୟ ବାହାରୁ ଆସିଥିବା ସଂଖ୍ୟାଲଘୁ ଏବଂ ବଙ୍ଗାଳୀ ସଂପ୍ରଦାୟର ଲୋକମାନେ ରାଜମିସ୍ତ୍ରୀ, ବଢ଼େଇ ତଥା ଫେରିବାଲାର ପରିଚୟ ଦେଇ ସ୍ଥାନୀୟ ଅଞ୍ଚଳରେ ବହୁତ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହେଉଛି। ଆଗାମୀ ଦିନରେ ଏମାନଙ୍କ କାର୍ଯ୍ୟ କଳାପ ଉପରେ ନଜର ରଖା ନଗଲେ ପାଟଣା ଅଞ୍ଚଳ ପରି ଶାନ୍ତି ପ୍ରିୟ ଅଞ୍ଚଳର ଜନସାଧାରଣ ଅକାରଣରେ ବିପଦକୁ ଠେଲି ହୋଇଯିବେ ବୋଲି ବିଜେପି ନେତାମାନେ କହିଛନ୍ତି। ଏହି ମର୍ମରେ ଘଟଣା ପ୍ରତି ନଜର ରଖିବା ପାଇଁ ପାଟଣା ଥାନାଧିକାରୀଙ୍କୁ ବିଜେପିର ରାଜ୍ୟ ଆଦିବାସୀ ମହିଳା ମୋର୍ଚ୍ଚା ଉପସଭାପତି ମମିତା ନାଏକ, ପାଟଣା ମଣ୍ଡଳ ବିଜେପି ସଭାପତି ବ୍ରଜବନ୍ଧୁ ସେଠୀ, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ଉପସଭାପତି ମନସୁର ଆଲାମ, ପାଟଣା ଥାନା ସାଂସଦ ପ୍ରତିନିଧି ଯୁଧିଷ୍ଠିର ମହାନ୍ତ, ମଧୁସୂଦନ ମହାନ୍ତ ଓ ସଞ୍ଜୟ ପଲେଇ ପ୍ରମୁଖ ଏହି ଦାବିପତ୍ର ଥାନାରେ ଦେଇଥିବା ଜଣାପଡ଼ିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories