www.samajalive.in
Sunday, December 14, 2025
17.1 C
Bhubaneswar

ଆଶ୍ରମ ବିଦ୍ୟାଳୟ ଫାଟକ ତାଡି ଦିବ୍ୟାଙ୍ଗ ଶିକ୍ଷକଙ୍କୁ ମାଡ଼

ପାଟଣା – ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ କେତାଙ୍ଗ ଆବାସିକ ଆଶ୍ରମ ବିଦ୍ୟାଳୟ ଫାଟକ ତାଡ଼ି ବିଦ୍ୟାଳୟ ପରିସରରେ ପଶି ସେହି ଗ୍ରାମର ଜଣେ ବ୍ୟକ୍ତି ବିଦ୍ୟାଳୟର ଦିବ୍ୟାଙ୍ଗ ଶିକ୍ଷକ ଗଣନାଥ ମହାନ୍ତ ଓ ଶିକ୍ଷକ ଦାମୋଦର ସାହୁ ଙ୍କୁ ମାଡ଼ ମାରିଥିବା ଅଭିଯୋଗ ଢେଙ୍କିକୋଟ ଫାଣ୍ଡିରେ ହୋଇଛି।

ଗତକାଲି ଅପରାହ୍ନ ସାଢେ ୪ଟା ବେଳେ ଏହି ଘଟଣା ଘଟିଛି।କେତାଙ୍ଗ ଗ୍ରାମର ସୁକଦେଵ ମହାରଣା ବିଦ୍ୟାଳୟରେ ପଶି ପ୍ରଥମେ ଦିବ୍ୟାଙ୍ଗ ଶିକ୍ଷକ ଗଣନାଥ ଙ୍କୁ ମାଡ଼ ମାରିବା ସମୟରେ ଶିକ୍ଷକ ଦାମୋଦର ସାହୁ ଏହାକୁ ବିରୋଧ କରିବା ରୁ ତାଙ୍କୁ ମଧ୍ୟ ଧକ୍କା ମାରିବା ସହ ୩ ଜଣ ଛାତ୍ରୀ ଙ୍କୁ ମଧ୍ୟ ସୁକଦେଵ ଧକ୍କା ମାରିଥିବା ପ୍ରଧାନ ଶିକ୍ଷକ ଦୁର୍ଲ୍ଲଭ ଚରଣ ମହାନ୍ତ ଆଜି ସନ୍ଧ୍ୟାରେ ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories