www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ ; ଡାକ୍ତର ନୁହେଁ ଶୁଆ ଓପାଡିଲା ଦାନ୍ତ..

ନୂଆଦିଲ୍ଲୀ : ଶୁଆ ଏପରି ଏକ ପକ୍ଷୀ ଯେକି ନିଜର ଚଞ୍ଚଳତା ଓ ମନୁଷ୍ୟଙ୍କର ସ୍ୱର ନକଲ କରୁଥିବାରୁ ଲୋକଙ୍କର ପ୍ରିୟ । ଅନେକ ସମୟରେ ସୋସିଆଲ ମିଡିଆରେ ଏପରି ଭିଡିଓ ସାମ୍ନାକୁ ଆସିଥାଏ ଯେଉଁଥିରେ ଶୁଆ ମନୁଷ୍ୟଙ୍କ ସ୍ୱରର ନକଲ କରୁଥିବା ଦେଖାଯାଏ । ମାତ୍ର ନିକଟରେ ସୋସିଆଲ ମିଡିଆରେ ଶୁଆର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଦ୍ରୁତ ଗତିରେ ଭାଇରାଲ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।

- Advertisement -

ଭିଡିଓରେ ଦେଖିପାରିବେ, ଶୁଆଟିକୁ ଜଣେ ନାବାଳକ ଧରିଛନ୍ତି । ସେ ନିଜ ପାଟି ଖୋଲିବା ମାତ୍ରେ ଶୁଆ ତାଙ୍କ ନିକଟକୁ ଯାଉଛି । ଝଡିବାକୁ ଥିବା ଦାନ୍ତକୁ ଶୁଆ ନିଜ ଥଣ୍ଟରେ ନେଇ ଆସୁଛି । ଏହାକୁ ଦେଖି ଲୋକେ ଆଶ୍ଚଯ୍ୟ ଚକିତ ହୋଇଛନ୍ତି । ସେହି ସମୟରେ ଶୁଆଟି ଦାନ୍ତଟିକୁ ନେଇ ଅନ୍ୟ ଜଣଙ୍କ ହାତରେ ଦେଉଥିବା ମଧ୍ୟ ଦେଖିପାରିବେ । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ନୂଆବର୍ଷ ୨୦୨୫ରେ ଅଦ୍ଭୁତ ସଂଯୋଗ ; ଏକାଠି ହେବ ଶୁକ୍ର-ରାହୁ, ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories