www.samajalive.in
Saturday, December 6, 2025
17.1 C
Bhubaneswar

ପାକିସ୍ତାନର ଉପହାର କେହି ନେଲେନାହିଁ

ନୂଆଦିଲ୍ଲୀ: ପାକିସ୍ତାନ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ନିଜ ସପକ୍ଷକୁ ନେବାର ଯେତେ ଚେଷ୍ଟାକଲେ ମଧ୍ୟ ସେଥିରେ ତାହା ସଫଳ ହୋଇପାରୁନାହିଁ। ନିକଟରେ ଦେଶର ରାଷ୍ଟ୍ରପତି ଡ.ଆରିଫ ଆଲ୍‍ଭି ଚୀନ, ଆମେରିକା ସମେତ ବିଶ୍ୱର ୩୨ରୁ ଅଧିକ ରାଷ୍ଟ୍ରର ମୁଖ୍ୟଙ୍କ ନିକଟକୁ ସଦିଚ୍ଛାମୂଳକ ଉପହାର ଭାବରେ ଆମ୍ବ ପଠାଇଥିଲେ। କିନ୍ତୁ ଗୋଟିଏ ହେଲେ ରାଷ୍ଟ୍ର ତାଙ୍କ ଉପହାର ଗ୍ରହଣ କରିନାହାନ୍ତି। କୋଭିଡ କଟକଣା କାରଣ ଦର୍ଶାଇ ସମସ୍ତେ ତାଙ୍କର ଆମ୍ବ ଉପହାରକୁ ଫେରାଇ ଦେଇଛନ୍ତି। ଚଉସା କିସମର ଆମ୍ବ ପାକିସ୍ତାନରୁ ପଠାଯାଇଥିବା ଦି ନ୍ୟୁଜ ଇଣ୍ଟରନ୍ୟାସନାଲ ସୂତ୍ରରୁ ଜଣାଯାଇଛି।
ଏହି ସୂତ୍ରରୁ କୁହାଯାଇଛି ଯେ ଉକ୍ତ ଆମ୍ବକୁ ଇରାନ ଓ ଉପସାଗରୀୟ ରାଷ୍ଟ୍ର, ତୁର୍କୀ, ବ୍ରିଟେନ, ଆଫଗାନିସ୍ତାନ, ବାଂଲାଦେଶ ଓ ରୁଷକୁ ମଧ୍ୟ ପଠାଯିବ। ତେବେ ଇତିମଧ୍ୟରେ କାନାଡା, ନେପାଳ, ଇଜିପ୍ଟ, ଶ୍ରୀଲଙ୍କା, ଚୀନ, ଆମେରିକା ପ୍ରଭୃତି ରାଷ୍ଟ୍ର ପାକିସ୍ତାନରୁ ପଠାଯାଇଥିବା ଆମ୍ବକୁ ଫେରାଇ ଦେଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories