www.samajalive.in
Friday, December 5, 2025
26.1 C
Bhubaneswar

ବାଂଲାଦେଶକୁ ୧୧ ରନ୍ ରେ ହରାଇଲା ପାକିସ୍ତାନ, ରବିବାର ଭାରତ ସହ ଫାଇନାଲ ମୁକାବିଲା ।

ନୂଆଦିଲ୍ଲୀ: ଏସିଆ କପ୍ ସୁପର-4 ଲଢେଇରେ ପାକିସ୍ତାନର ଆଉ ଏକ ବିଜୟ । ବାଂଲାଦେଶ ବିପକ୍ଷରେ ୧୧ ରନ୍ ରେ ଜିତିଲା ପାକିସ୍ତାନ । ଫାଇନାଲ ଲଢେଇ ପାଇଁ ହେଲା ପଥ ପରିସ୍କାର । ପୂର୍ବ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇଥିଲା ପାକିସ୍ତାନ । ମାତ୍ର ଗୁରୁବାର ମ୍ୟାଚରେ ଆରମ୍ଭରୁ ପାକିସ୍ତାନକୁ କବଜା କରିଥିଲେ ବାଂଲାଦେଶ ବୋଲର ।

- Advertisement -

୨୦ ଓଭରରେ ୮ ୱିକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା ପାକିସ୍ତାନ । ଜବାବରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା ବାଂଲାଦେଶର । ଦଳକୁ ପ୍ରଥମ ବ୍ରେକ୍ ଥ୍ରୁ ଦେଇଥିଲେ ସାଇନସା ଆଫ୍ରିଦ । ତଥାପି ଶେଷ ପର୍ଯ୍ୟନ୍ତ ଲଢେଇ କରି ହାଇଯାଇଥିଲା ବାଂଲାଦେଶ । ଆସନ୍ତା ରବିବାର ଫାଇନାଲରେ ଭାରତ ସହ ଲଢିବ ପାକିସ୍ତାନ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories