ଇମ୍ରାନଙ୍କ ନାଁରେ ଆଉ ଏକ ମାମଲା

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ତାଙ୍କ ଦଳର ବରିଷ୍ଠ ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସୋମବାର ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ ଇ ଇନସାଫ (ପିଟିଆଇ) ରାଜଧାନୀ ଇସଲାମାବାଦରେ ୧୪୪ ଧାରାକୁ ଅମାନ୍ୟ କରି ଜନ ସମାବେଶ କରିଥିଲା । ଜନ ସମାବେଶ ଆୟୋଜନ କରିବାକୁ ପିଟିଆଇର ଅଧ୍ୟକ୍ଷ ଇମ୍ରାନ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ବିରୋଧରେ ଇସଲାମାବାଦର ଆବପାରା ଥାନାରେ ମାମଲା ରୁଜୁ କରାଯାଇଛି ।

kalyan agarbati

Comments are closed.