www.samajalive.in
Saturday, December 6, 2025
23.1 C
Bhubaneswar

‘ହେ ଭଗବାନ ଆମକୁ ରକ୍ଷା କର’; ଦେଖନ୍ତୁ ପହଲଗାମ୍‌ ଆକ୍ରମଣ ସମୟର ଆଉ ଏକ ଛାତିଥରା ଭିଡିଓ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କୀ ଆକ୍ରମଣର ଏକ ଛାତିଥରା ଓ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓରେ ଆକ୍ରମଣକାରୀଙ୍କ ବର୍ବରତା ସ୍ପଷ୍ଟ ଭାବେ ଦେଖାଯାଉଛି । ଭିଡିଓ ଦେଖିବା ପରେ ସାରା ଦେଶରେ ଆକ୍ରୋଶର ବାତାବରଣ ଖେଳି ଯାଇଛି । ଭିଡିଓରେ ସେହି ସମୟର ଛାତିଥରା ଦୃଶ୍ୟ କଏଦ ହୋଇଛି ।

- Advertisement -

ଭିଡିଓରେ ଦେଖିପାରିବେ, କିଛି ଆତଙ୍କବାଦୀ ପହଲଗାମ୍‌ର ଏକ ପର୍ଯ୍ୟଟନସ୍ଥଳରେ ପହଞ୍ଚି ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରୁଛନ୍ତି । ଭିଡିଓରେ ଚିତ୍କାର ଶୁଣାଯାଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଦେଖନ୍ତୁ ଭିଡିଓ ; ଅଧ୍ୟାପିକାଙ୍କୁ ଚପଲରେ ପିଟିଲେ ଛାତ୍ରୀ

ଅକ୍ଷୟ ତୃତୀୟାରେ ଶନି-ଗୁରୁ ଚଳନ: ଏହି ରାଶିଙ୍କୁ କରିବେ ଧନୀ, ମିଳିବ ଚାକିରି,ବଢିବ ଦରମା..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories