ଦେଖନ୍ତୁ ଭିଡିଓ ; ଅଧ୍ୟାପିକାଙ୍କୁ ଚପଲରେ ପିଟିଲେ ଛାତ୍ରୀ

ନୂଆଦିଲ୍ଲୀ : ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ମଧ୍ୟରେ ସମ୍ପର୍କର ଖୁବ୍‌ ମହତ୍ତ୍ୱ ରହିଥିବା ସହ ସମ୍ମାନୀୟ ମଧ୍ୟ । କୁହାଯାଏ ବାପା-ମାଆଙ୍କ ପରେ ଶିକ୍ଷକଙ୍କ ହାତରେ ପିଲାଙ୍କ ଭବିଷ୍ୟତ ରହିଛି । ଶିକ୍ଷିତ କରିବା ସହ ଅଜ୍ଞାନରୂପକ ଅନ୍ଧକାରକୁ ଗୁରୁ ଦୂର କରି ଥାନ୍ତି । ଅନେକ ସମୟରେ ଗୁରୁ ଛାତ୍ରଛାତ୍ରୀଙ୍କୁ ସଠିକ୍‌ ରାସ୍ତାକୁ ଆଣିବା ପାଇଁ କଠୋର ମଧ୍ୟ ହୋଇଥାନ୍ତି । ତେବେ ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ … Continue reading ଦେଖନ୍ତୁ ଭିଡିଓ ; ଅଧ୍ୟାପିକାଙ୍କୁ ଚପଲରେ ପିଟିଲେ ଛାତ୍ରୀ