ଚାଷୀଙ୍କଠାରୁ ଧାନ କିଣୁଥିବା ବେପାରୀଙ୍କୁ ଗିରଫ ନିର୍ଦ୍ଦେଶ

0

ପୁରୀ: ରାଜ୍ୟ ଧାନ ସଂଗ୍ରହ କମିଟି ପକ୍ଷରୁ ସର୍କିଟ୍ ହାଉସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ୟ୍ୟ ନାରାୟଣ ପାତ୍ର ଏହି ବୈଠକରେ ପୌରହିତ୍ୟ କରିଥିଲେ । ବେପାରୀମାନେ ଚାଷୀଙ୍କ ଠାରୁ ଧାନ କିଣିଲେ ସେମାନଙ୍କୁ ଗିରଫ କରିବା ପାଇଁ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ମନ୍ତ୍ରୀ ସୂର୍ୟ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply