ଡେସ୍କ: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ତାରିଖ ଘୋଷଣା କରାଯିବ। ଶ୍ରୀ ହରିଚନ୍ଦନ କହିଛନ୍ତି, ଏନେଇ ନିଷ୍ପତ୍ତି ହୋଇଛି, ଏବେ ମୋଡାଲିଟି ପ୍ରସ୍ତୁତ ହେଉଛି। ସରକାରଙ୍କ ପକ୍ଷରୁ ରତ୍ନଭଣ୍ଡାର ଖୋଲିବା ତାରିଖ ନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯିବ।
ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ – ଦିନେ ଦୁଇ ଦିନ ମଧ୍ୟରେ ଘୋଷଣା ହେବ ତାରିଖ: ଆଇନ ମନ୍ତ୍ରୀ
Popular Categories



