www.samajalive.in
Saturday, December 6, 2025
17.1 C
Bhubaneswar

ସମୁଦ୍ର ମଝିରେ ଜରୁରୀ ଅବତରଣ କଲା ହେଲିକପ୍ଟର, ୬ ଉଦ୍ଧାର

ଡେସ୍କ: ସାତଜଣ ଯାତ୍ରୀ ଏବଂ ଦୁଇଜଣ ପାଇଲଟଙ୍କୁ ନେଇ ଯାଉଥିବାଏକ ହେଲିକପ୍ଟର ଆଜି ଆରବ ସାଗରରେ ଜରୁରୀ ଅବତରଣ କରିଛି। ତୈଳ ଏବଂ ପ୍ରାକୃତିକ ଗ୍ୟାସ କର୍ପୋରେସନ୍ ଲିମିଟେଡ୍ ନିକଟରେ ଆରବ ସାଗରରେ ଏହା ଜରୁରୀକାଳୀନ ଅବତରଣ କରିଛି ବୋଲି କମ୍ପାନୀ କହିଛି। ଏପର୍ଯ୍ୟନ୍ତ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ତୈଳ ଏବଂ ପ୍ରାକୃତିକ ଗ୍ୟାସ କର୍ପୋରେସନ୍ କହିଛି।

ସରକାରୀ ସୂତ୍ର ଅନୁଯାୟୀ, ଉଦ୍ଧାର କାର୍ଯ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ମଧ୍ୟ ଯୋଗ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ କୋଷ୍ଟଗାର୍ଡ ଦୁଇଟି ଜାହାଜକୁ ସେହି ସ୍ଥାନକୁ ପଠାଇ ଛନ୍ତି। ଦାମନରୁ ଉଡ଼ାଣ ଭରିଥିବା ଏହି ଡର୍ନିଅର୍ ବିମାନ ଆରବ ସାଗର ଭିତରେ ମୁମ୍ବାଇ ଠାରୁ ୭ ନଟିକାଲ ମାଇଲ ଦୂରରେ ଅବତରଣ କରିଥିବା ସୂଚନା ମିଳିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories