www.samajalive.in
Sunday, December 7, 2025
26.1 C
Bhubaneswar

ଶୀତଦିନ ; ଆପଣାନ୍ତୁ ଏହି ଉପାୟ

ଶୀତ ଦିନ। ଥଣ୍ଡା ଦିନରେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବେ ଧ୍ୟାନ ଦେବା ସହ କିଛି ସ୍ୱତନ୍ତ୍ର ଉପାୟ ଆପଣାଇବା ଆବଶ୍ୟକ। କିଛି ପ୍ରକାରର ପାନୀୟର ବ୍ୟବହାର ଆପଣଙ୍କୁ ଥଣ୍ଡା ପାଗରେ ରୋଗରୁ ରକ୍ଷା କରିବ,ଶରୀରର ଜଳୀୟଅଂଶ ଅଭାବକୁ ଦୂର କରିଥାଏ ଏବଂ ଓଜନକୁ ମଧ୍ୟ ନିୟନ୍ତ୍ରଣ କରିବ । ଜାଣନ୍ତୁ…..
ଉଷୁମ ପାଣି – ସବୁଠାରୁ ସହଜ ଏବଂ ସୁବିଧାଜନକ ଉପାୟ ହେଉଛି ଉଷୁମ ପାଣି ପିଇବା, ଯାହା ଜୀବାଣୁ ମୁକ୍ତ, ହଜମ ଏବଂ ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ଆଣିଥାଏ,ରୋଗରୁ ରକ୍ଷା କରିଥାଏ।
ଚା – ଗ୍ରୀନ୍ ଟି, ବ୍ଲାକ୍ ଚା କିମ୍ବା ଅଦା ଏବଂ ଡାଲଚିନି ମିଶ୍ରିତ ଚା’ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।   ଆପଣଙ୍କୁ ଥଣ୍ଡା ପାଗରେ ଏହା ଅସୁସ୍ଥ ହେବାରୁ ରକ୍ଷା କରିପାରିବ ।
ସୁପ୍ –  ସୁପ୍ ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ବିକଳ୍ପ ।  ତେଣୁ ନିଜ ପସନ୍ଦର ସୁପ୍ ପ୍ରସ୍ତୁତ କରି ଖାଆନ୍ତୁ।  ଶୀତଦିନେ ସୁସ୍ଥ ରୁହନ୍ତୁ ।
ଡାଲଚିନି  ପାଣି – ଡାଲଚିନିକୁ ପାଣିରେ ଫୁଟାଇ ପ୍ରସ୍ତୁତ ପାଣିର ବ୍ୟବହାର ବେଶ ଲାଭଦାୟକ। ଆପଣଙ୍କୁ ଥଣ୍ଡାରୁ ରକ୍ଷା କରିଥାଏ, ତେଣୁ ଏହା ଏକ ଭଲ ବିକଳ୍ପ |
ତୁଳସୀର କାଢା ପ୍ରସ୍ତୁତ କରି ପିଇବା ଦ୍ୱାରା ଏହା ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିବା ସହ ବେଶ ହିତକାରୀ। ଏଥିରେ ଆପଣ ଗୁଡ,ଅଦା କିମ୍ବା ଲବଙ୍ଗର ମଧ୍ୟ ବ୍ୟବହାର କରି ପାରିବେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories