www.samajalive.in
Saturday, December 6, 2025
16.1 C
Bhubaneswar

ପହିଲାରୁ ମାଛଧରା କଟକଣା

ପୁରୀ, (ସମାଜ ଲାଇଭ ବ୍ୟୁରୋ): ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ଆସନ୍ତା ମାସ ୧ରୁ ୨୦୨୬ ମେ ପର୍ଯ୍ୟନ୍ତ ପୁରୀ ସମୁଦ୍ର ଉପକୂଳରେ ମାଛଧରା ନେଇ କଟକଣା ଜାରି ହୋଇଛି। ଏହି କଟକଣା ୭ମାସ ଧରି ଲାଗୁ ହେବ। ଅଲିଭ୍‌ ରିଡ୍‌ଲେ କଇଁଛ ବଙ୍ଗୋପସାଗରକୁ ଆସି ପୁରୀ ସମୁଦ୍ର ଉପକୂଳରେ ସମାଗମ କରିଥାଆନ୍ତି। ଟ୍ରଲର ଓ ଯନ୍ତ୍ରଚାଳିତ ଡଙ୍ଗା ମାଡ଼ରେ ଯେମିତି କଇଁଛଙ୍କ ମୃତ୍ୟୁ ନ ହୁଏ ତାହାକୁ ଦୃଷ୍ଟିରେ ରଖି ଏକ ବୈଠକ​‌େ​‌ରେ ଏଭଳି ନିଷ୍ପତ୍ତି ନିଆଯାଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories