www.samajalive.in
Saturday, December 6, 2025
15.1 C
Bhubaneswar

ଏହି ତାରିଖରୁ ଗ୍ରାହକଙ୍କୁ ମିଳିବ ଓଲା ଏସ୍‌ ଓ୍ୱାନ ଏବଂ ଏସ୍‌ ଓ୍ୱାନ୍‌ ପ୍ରୋ

ନୂଆଦିଲ୍ଲୀ – ଓଲା ଭାରତରେ ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ୍‌ କରିଛି । ଅନେକ ଏହାର ବୁକ୍‌ କରିଥିବା ବେଳେ ଡିସେମ୍ବର ମାସ ୧୫ ତାରିଖରୁ ଏହା ଗ୍ରାହକମାନଙ୍କୁ ପର୍ଯ୍ୟାୟ କ୍ରମେ ମିଳିବ ବୋଲି ଓଲା ଇଲେକ୍ଟ୍ରିକ୍‌ର ସିଇଓ ଭବିଶ ଅଗ୍ରଓ୍ୱାଲ କହିଛନ୍ତି ।

ଫ୍ୟୁଚର ଫ୍ୟାକ୍ଟ୍ରିରେ ଓଲାର ସ୍କୁଟର ପ୍ରସ୍ତୁତ କରାଯାଇଛି । ପୂର୍ବରୁ ବୁକ୍‌ କରିଥିବା ଗ୍ରାହକମାନଙ୍କୁ ପର୍ଯ୍ୟାୟ କ୍ରମେ ଏହା ମିଳିବ । ତାମିଲନାଡୁକ ଫ୍ୟୁଚର ଫ୍ୟାକ୍ଟ୍ରିରେ ଏହା ପ୍ରସ୍ତୁତ କରାଯାଉଛି । ଡିସେମ୍ବର ୧୫ ତାରିଖରୁ ଏସ୍‌ ଓ୍ୱାନ୍‌ ପ୍ରୋ ଡେଲିଭରୀ ପାଇଁ ପ୍ରସ୍ତୁ ହୋଇ ରହିଥିବା କମ୍ପାନୀର ସିଇଓ ଭବିଶ ଅଗ୍ରଓ୍ୱାଲ କହିଛନ୍ତି । ବେଙ୍ଗାଲୁରୁର ନମାରେ ଗ୍ରାହମାନଙ୍କୁ ନିମନ୍ତ୍ରଣ କରାଯିବା ସହ ସେହିସ୍ଥାନରେ ପ୍ରଥମ ପର୍ଯ୍ୟାୟରେ ଗ୍ରାହକମାନଙ୍କୁ ଓଲା ସ୍କୁଟକ ପ୍ରଦାନ କରାଯିବ ।

- Advertisement -

ଓଲା ସ୍କୁଟରର ଦାମ ୮୫ ହଜାର ଟଙ୍କାରୁ ଏକ ଲକ୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଗୁଜୁରାଟରେ ଏହାର ଦାମ୍‌ ୭୯,୯୯୯ ଟଙ୍କା ରହିଛି । ଓଲା ଏସ୍‌ ଓ୍ୱାକୁ ଫୁଲ୍‌ ଚାର୍ଜ କଲେ ୧୨୦ କିଲୋମିଟର ପର୍ଯ୍ୟନ୍ତ ଚଲାଇ ପାରିବେ । ଏହାର ଟପ୍‌ ସ୍ପିଡ୍‌ ୯୦ କିଲୋମିଟର ପ୍ରତିଘଣ୍ଟା । ପ୍ରୋକୁ ଚାର୍ଜ କଲେ ୧୮୦ କିଲୋମିଟର ପର୍ଯ୍ୟନ୍ତ ଚଲାଇ ପାରିବେ । ଏହାର ଟପ୍‌ ସ୍ପିଡ୍‌ ୧୧୫ କିଲୋମିଟର ପ୍ରତି ଘଣ୍ଟା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories