www.samajalive.in
Saturday, December 6, 2025
14.1 C
Bhubaneswar

ପୂର୍ବ ଶତ୍ରୁତାକୁ ନେଇ ସେବାୟତଙ୍କୁ ହତ୍ୟା

ପୁରୀ : ପୁରୀରେ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା କରାଯାଇଛି । ପୁରୀ ଟାଉନ ଥାନା ଗୁଡ଼ିଆସାହି ରାବେଣୀ ଚୌରାରେ ଘଟିଛି ଏଭଳି ଘଟଣା। ମୃତ ସେବାୟତଙ୍କ ନାଁ ଜଗନ୍ନାଥ ଦୀକ୍ଷିତ। ଜଗନ୍ନାଥଙ୍କ ଘର ପୁରୀର ମହାସୁଆର ସାହିରେ। ସେ କୌଣସି କାମରେ ଗୁଡ଼ିଆସାହିର ରାବେଣୀ ଚୌରା ସ୍ଥିତ ନାରାୟଣ ପାଟ୍ଟଯୋଶୀଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କ ମୃତଦେହ ମିଳିଥିଲା । ପୁଲିସ ସିସିଟିଭି ଆଧାରରେ ଖୋଳତାଡ କରୁଛି । ତେବେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ଦେଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories