www.samajalive.in
Saturday, December 6, 2025
14.1 C
Bhubaneswar

ଓଲଟିଲା ବସ୍, ଅନେକ ଯାତ୍ରୀ ଆହତ

ଖୋର୍ଦ୍ଧା- ଖୋର୍ଦ୍ଧା ପିତାପଲ୍ଲୀଠାରେ ଏକ  ଯାତ୍ରୀବାହୀ ବସ୍‌ ଓଲଟିବା ଫଳରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ବସ୍‌ଟି ଭୁବନେଶ୍ବରରୁ ଆସ୍କା ଯାଉଥିବାବେଳେ ପିତାପଲ୍ଲୀଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ସମୟରେ ବସରେ ପ୍ରାୟ ୫୦ ଯାତ୍ରୀ ଥିଲେ । ଏଥିରୁ ଅନେକ ଯାତ୍ରୀ ଆହତ ହେବା ଫଳରେ ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories