www.samajalive.in
Saturday, December 6, 2025
14.1 C
Bhubaneswar

ଲୁଲୁଙ୍ଗ ଝରଣାରେ ବୁଡି ୨ ମୃତ

ବାରିପଦା: ଝରଣାରେ ଗାଧୋଇବାବେଳେ ବୁଡ଼ିଯାଇ ୨ ଯୁବକଙ୍କ ମୃତ୍ୟୁ ହୋଇଛି ।  ଶିମିଳିପାଳ ଲୁଲୁଙ୍ଗ ଝରଣାରେ ଗାଧୋଇବାକୁ ଯାଇ ୨ ଜଣ ଯୁବକ ବୁଡିଯାଇଥିଲେ । ତୁରନ୍ତ ସେମାନଙ୍କୁ ସନ୍ଧାନ କରାଯାଇଥିଲା । ତେବେ କିଛି ସମୟ ପରେ ସେମାନଙ୍କ ମୃତଦେହ ମିଳିଥିଲା । ସୂଚନାଯୋଗ୍ୟ ମଧୁବନ ଅଞ୍ଚଳରୁ ୫ ଜଣ ଯୁବକ ଭୋଜି ପାଇଁ ଲୁଲୁଙ୍ଗ ଯାଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories