ବାଙ୍କୀ: ବାଙ୍କୀ ସହଙ୍ଗା ଗୋପାଳପୁର ଗାଁରେ ୩ଟି ବୋମାମାଡ଼ ହୋଇଛି । ରାତିଅଧରେ ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼ କରି ଫେରାର ହେଲେ ଦୁର୍ବୃତ୍ତ । ବୋମାମାଡ଼ରେ ଘରର ଝରକା କବାଟ ଭାଙ୍ଗିବା ସହ ଆସବାବପତ୍ର ଏଣେ ତେଣେ ହୋଇପଡିଛି । ବୋମାମାଡ଼ ଯୋଗୁଁ ଘରେ ଧୂଆଁମୟ ପରିବେଶ ହୋଇଛି । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ଅନୁମାନ କରାଯାଉଛି ।
Popular Categories



