www.samajalive.in
Saturday, December 6, 2025
15.1 C
Bhubaneswar

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ୪ ଗିରଫ

ନୀଳଗିରି: ବାଲେଶ୍ଵର ନୀଳଗିରି ଜିଲ୍ଲା ଅଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ରହ୍ମପୁର ଥାନା ଛତ୍ରପୁର ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି l ଯୁବତୀଙ୍କୁ ସରୁଚମ୍ପା ଗାଁର ଶଙ୍କରା ହେମ୍ବ୍ରମ, ବାସୁ ହେମ୍ବ୍ରମ, ଠୁଲୁକାଏ ମୁର୍ମୁ ଓ ସାମ୍ନାକିସ୍କୁ ନାମକ ୪ଜଣ ଯୁବକ ଅସଦାଚରଣ କରିଥିଲେ। ଯୁବତୀଙ୍କ ପାଟିଶୁଣି ସ୍ଥାନୀୟ ଲୋକେ ସେଠାକୁ ଦୌଡ଼ି ଆସିବାରୁ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ରିପୋର୍ଟ ପାଇବା ପରେ ଜିଲ୍ଲା ବ୍ରହ୍ମପୁର ଆଇଆଇସି ପ୍ରେମଦା ନାୟକ ଏନେଇ ଥାନାରେ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories