www.samajalive.in
Saturday, December 6, 2025
26.1 C
Bhubaneswar

ବରଗଡ଼ ଜିଲ୍ଲାପାଳଙ୍କ ଅତାବିରା ପରିଦର୍ଶନ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଅତାବିରା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ତଦାରଖ କରିବା ସହ ନୂତନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଭିତ୍ତିଭୂମି ନିରୀକ୍ଷଣ କରିଛନ୍ତି। ପ୍ରଥମେ ଅତାବିରା ଗୋଷ୍ଟି ଚିକିତ୍ସାଳୟକୁ ଯାଇ ବର୍ହି ବିଭାଗ, ପ୍ରସୂତୀ ବିଭାଗ, ମେଡ଼ିସିନ ଗୋଦାମ, ଟ୍ରେନିଂ ସେଣ୍ଟର, ନୂତନ ଭାବେ ନିର୍ମାଣ ହେଉଥିବା କାର୍ଯ୍ୟାଳୟକୁ ନିରୀକ୍ଷଣ କରି ଆମ ହସ୍ପିଟାଲ ଯୋଜନା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟା ଗୁଡିକୁ ସଠିକ ଭାବେ ସମ୍ପାଦିତ କରିବା ପାଇଁ ଗୋଷ୍ଟି ମୁଖ୍ୟ ଚିକିତ୍ସା ଅଧିକାରୀ ଡା ରବିନାରାୟଣ ମିଶ୍ରଙ୍କ ସହ ଆଲୋଚନା କରିଥିଲ।

ପରେ ସରଣ୍ଡା ଅଷ୍ଟଶମ୍ଭୁ ଶୈବପୀଠ ପ୍ରାଙ୍ଗଣରେ ଥିବା ପୋଖରୀ ଓ ଜାତୀୟ ରାଜପଥ କଡରେ ଥିବା ଅତାବିରା ବଉଳ ବନ୍ଧ ପରିଦର୍ଶନ କରି ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବା ସହ ଚିକିତ୍ସାଳୟ କାର୍ଯ୍ୟ ପାଇଁ ପୂର୍ତ୍ତି ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅରୁଣ କୁମାର ପାଣ୍ଡେଙ୍କ ସହ ଆଲୋଚନା କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories