www.samajalive.in
Saturday, December 6, 2025
26.1 C
Bhubaneswar

ବାହୁଡ଼ିଲେ ଜଗନ୍ନାଥ, ଲକ୍ଷ୍ମୀଙ୍କ ଅଭିମାନ ଭଙ୍ଗ ପରେ ଦିଅଁଙ୍କ ଗମ୍ଭିରୀ ବିଜେ

ରେଙ୍ଗାଲିକ୍ୟାମ୍ପ: ପ୍ରତିକୁଳ ପାଗ ସତ୍ତ୍ବେ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳାର ସହ ଅତାବିରାରେ ଠାକୁରଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳ ୬ ଘଣ୍ଟା ସମୟରେ ମଙ୍ଗଳ ଆଳତୀ ସାଙ୍ଗକୁ ଶ୍ରୀ ଜୀଉ ମାନଙ୍କ ସମସ୍ତ ରୀତିନୀତି ଆରମ୍ଭ ହୋଇଯାଇଥିଲା। ସମୟାନୁଯାୟୀ ସମସ୍ତ ଭୋଗ ଲାଗି ହୋଇଥିଲା।.ଅପରାହ୍ନ ୪ଟା ବେଳେ ତିନି ବିଗ୍ରହ ପହଣ୍ଡି ବିଜେ କରିଥିଲେ।

ପରେ ଠାକୁର ତାଙ୍କ ଜନ୍ମ ବେଦୀରୁ ବିଦାୟ ନେଇ ପୁଣି ନିଜର କର୍ମ ଭୂମି ଅଭିମୁଖେ ଯାତ୍ରା କରିଥିଲେ। ଛେରା ପହରା ସରିବା ପରେ ବଡ଼ଦାଣ୍ଡ (ଅତାବିରା ଜାତୀୟ ରାଜପଥ)ରେ ରଥଭକ୍ତଙ୍କ ଜୟଘୋଷ ତଥା  ଘଣ୍ଟଘଣ୍ଟା, ମୃଦଙ୍ଗର ତାଳେ ତାଳେ ଚାଲିଥିଲା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories