www.samajalive.in
Saturday, December 6, 2025
26.1 C
Bhubaneswar

ଗୋବିନ୍ଦ ନଗର ମଶାଣିରେ ଜୁଆ ଆଡ୍ଡା

ଗୋପାଳପୁର: ଗୋଳନ୍ଥରା ଥାନା ପକ୍ଷରୁ ଗୋବିନ୍ଦ ନଗର ମଶାଣି ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ ଜୁଆଡି ସମେତ ୩୬୦୦ ଟଙ୍କା, ୫ ଟି ମୋବାଇଲ ଓ ୫ ଟି ମୋଟରସାଇକେଲ ଜବତ କରିଛି। ପୁଲିସ ଚଢ଼ାଉ କରିବା ସମୟରେ ଆଉ କେତେକ ଜୁଆଡି ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିଲେ।

ପୁଲିସ ପକ୍ଷରୁ ସପ୍ତାହ ମଧ୍ୟରେ ଏହା ଦ୍ବିତୀୟ ଜୁଆ ଆଡ୍ଡା ଚଢ଼ାଉ କରାଯାଇଥିବା ବେଳେ ଥାନା ଅଞ୍ଚଳରେ ଚାଲିଥିବା ଅନ୍ୟ ଜୁଆ ଆଡ୍ଡା ଗୁଡ଼ିକ ଉପରେ ଚଢାଉ କରାଯାଇ ଜୁଆଡିଙ୍କୁ ସାବାଡ କରାଯିବା ବୋଲି ଥାନା ଅଧିକାରୀ ତଥା ଡି ଏସ ପି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories