୪.୨୦ କ୍ୱିଣ୍ଟାଲ ବେଆଇନ ମହୁଲ ଜବତ, ଜଣେ ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅବକାରୀ ସ୍କ୍ୱାର୍ଡ ଆଜି ପେଟ୍ରୋଲିଙ୍ଗ ସମୟରେ ଗୋଇନ୍ଦିମାଲ ଗାଁ ନିକଟରେ ଏକ ଟାଟା ଏସି ଗାଡିକୁ ଅଟକାଇ ଯାଞ୍ଚ କଲାପରେ ଗାଡ଼ିରୁ ୪.୨୦ କ୍ୱିଣ୍ଟାଲ ମହୁଲ ଜବତ କରିଛି। ଏହି ଘଟଣାରେ ପୁଲିସ ଗୋଇନ୍ଦିମାଲ ଗାଁର ଚିନ୍ତାମଣି ବାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Comments are closed.