ଶିକ୍ଷାଧିକାରୀଙ୍କ ଘରୁ ତାଲା ଭାଙ୍ଗି ଚୋରି 

ଜି ଉଦୟଗିରି: ଏବିଇଓ ବିଭୁନନ୍ଦନ ପଣ୍ଡାଙ୍କ ପ୍ରଧାନ କଲୋନୀ ସ୍ଥିତ ବାସଭବନରୁ ଘର ସାମ୍ନା ପଟୁ ତାଲା ଭାଙ୍ଗି ପାଖାପାଖି ଏକ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇ ଥିବା ଜଣାପଡ଼ିଛି। ଶ୍ରୀ ପଣ୍ଡା ଗତ ରବିବାର ୨୩ ତାରିଖ ଦିନ ଆସିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟଳୟରେ କାର୍ଯ୍ୟ କରି ଆଜି ଶନିବାର ଦିନ ଅପରାହ୍ନ ପ୍ରାୟ ୫ଟା ସମୟରେ ସେ ଘର ସାମ୍ନା ଖୋଲା ଥିବା ଜାଣି ତୁରନ୍ତ ଜି ଉଦୟଗିରି ପୋଲିସ ଷ୍ଟେସନରେ ଖାବର ଦେବା ପରେ ଘଟଣା ସ୍ଥଳରେ ଥାନା ଅଧିକାରୀ ପହଞ୍ଚି ଛାନ ଭିନ ଜାରୀ ରଖିଥିବା ସୂଚନା ଦେଇଛନ୍ତି।

Comments are closed.