କଳାପଥର(ବାଙ୍କୀ):ବାଙ୍କୀ ଥାନା ଅନ୍ତର୍ଗତ କଇଁମୁଣ୍ଡି ଫାଣ୍ଡି ସମ୍ମୁଖରେ ନିର୍ମାଣଧୀନ ହାଇଲେବୁଲ ସେତୁରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ଜେସିବ ମେସିନ ଉପରକୁ ଆଜି ଭୋର ସମୟରେ ଦୁର୍ବୁତ ବୋମା ମାଡ଼ କରିଥିବା ଜଣାପଡିଛି। ବୋମା ମାଡରେ କଇମୁଣ୍ଡି ଗାଁକୁ ସଂଯୋଗ ପାଇଁ ହେଉଥିବା ହାଇଲେବୁଲୁ ସେତୁ କାର୍ଯ୍ୟରେ ନିଯୋଜିତ କୋକିଲିନି ଜେସିବି ଗାଡ଼ି କାଚ ଭାଂଗିଛି। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି କାର୍ଯ୍ୟରତ ଶ୍ରମିକ।
Popular Categories



