www.samajalive.in
Saturday, December 6, 2025
15.1 C
Bhubaneswar

ପାର୍ବଣ ସମୟରେ ଅପମିଶ୍ରିତ ଖାଇବା ସାମଗ୍ରୀ ଉପରେ ହେବ ଜୋରଦାର ଚଢ଼ାଉ

ଡେସ୍କ: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପାର୍ବଣ ସମୟରେ ଅପମିଶ୍ରିତ ଖାଇବା ସାମଗ୍ରୀ ଉପରେ ଜୋରଦାର ଚଢ଼ାଉ ହେବ। ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପାର୍ବଣ ସମୟରେ ନିୟମିତ ଚଢ଼ାଉ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଦୁଗ୍ଧ ଜାତୀୟ ସାମଗ୍ରୀ ଉପରେ ବିଶେଷ ନଜର ରହିବ। ବିଭିନ୍ନ ପ୍ରକାର ମିଠା ବ୍ୟବସାୟ ଉପରେ ମଧ୍ୟ ଚଢ଼ାଉ ହେବ ବୋଲି ସେ କହିଛନ୍ତି। ଏନେଇ ଏନଫୋର୍ସମେଣ୍ଟ ଟିମକୁ ନିର୍ଦେଶ ଦିଆଯାଇଛି। ଅପମିଶ୍ରଣ ହେଉଥିବା ପ୍ରମାଣ ମିଳିଲେ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିଛି ଦିନ ପୂର୍ବରୁ କଟକରେ ଏକ ନକଲି କ୍ଷୀର କମ୍ପାନୀ ଠାବ ହେବାପରେ ବିଭାଗ ପକ୍ଷରୁ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛି।

<blockquote class=”twitter-tweet”><p lang=”or” dir=”ltr”>ଅପମିଶ୍ରିତ ଖାଇବା ସାମଗ୍ରୀ ଉପରେ ହେବ ଜୋରଦାର ଚଢ଼ାଉ <a href=”https://t.co/rpniNiw8Hh”>pic.twitter.com/rpniNiw8Hh</a></p>&mdash; Samaja Live (@samajalive) <a href=”https://twitter.com/samajalive/status/1840322656152719551?ref_src=twsrc%5Etfw”>September 29, 2024</a></blockquote> <script async src=”https://platform.twitter.com/widgets.js” charset=”utf-8″></script>

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories