www.samajalive.in
Saturday, December 6, 2025
15.1 C
Bhubaneswar

ମେଗା ରକ୍ତଦାନ ଶିବିର ଆୟୋଜିତ

ହରଭଙ୍ଗା: ହରଭଙ୍ଗା ବ୍ଲକ ବିରନରସିଂପୁରସ୍ଥିତ ଫରେଷ୍ଟ ନର୍ସରୀ ପ୍ରାଙ୍ଗଣରେ ଗଡ଼ଜାତ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ତଥା ଗଡ଼ଜାତ ସାଂସ୍କୃତିକ ପରିଷଦ ସଭାପତି ବିଶ୍ୱଜିତ ମିଶ୍ର ଯୋଗଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ବିଡିପିଏଲ କମ୍ପାନୀର ଏଚ. ଆର ଅଭିଷେକ ମିଶ୍ର, ନରେନ୍ଦ୍ର କୁମାର ସାହୁ , ଦେବାଶିଷ ମହାକୁଳ, ସୁଜ୍ଞାନ ପ୍ରଧାନ, ଦେବେନ୍ଦ୍ର ସାହୁ, ଦୁଃଖୀଶ୍ୟାମ ଗାଈଗୋରିଆ ପ୍ରମୁଖ ଯୋଗଦାନ କରିଥିଲେ। ଏହି ମେଗା ରକ୍ତଦାନ ଶିବିରରେ ୪୪ ୟୁନିଟି ରକ୍ତ ସଂଗ୍ରହ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories