www.samajalive.in
Sunday, December 7, 2025
23.1 C
Bhubaneswar

ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଗୀତା ଭାଗବତ ପୁରାଣ ପାଠ

ବୌଦ୍ଧ: ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ସରଣ୍ଡା ଗ୍ରାମଠାରେ ସାମୁହିକ ପୁରାଣ ପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ଗୁରୁପ୍ରସାଦ ଦାଶ ଓ ସମ୍ପାଦକଙ୍କ ନେତୃତ୍ୱରେ ଭାଗବତ, ଗୀତା, ବିଷ୍ଣୁ ସହସ୍ରନାମ, ସୁଣ୍ଡରକାଣ୍ଡ ପାଠ କରାଯାଇଥିଲା। ବର୍ତ୍ତମାନ ସମାଜ ଆଧୁନିକତା ଆଡକୁ ଗତି କରୁଥିବାରୁ ପୁରାଣ ଶାସ୍ତ୍ର ଠାରୁ ଜନସାଧାରଣ ଦୁରେଇ ଯାଉଛନ୍ତି। ଏହାର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ କାର୍ୟ୍ୟକ୍ରମ ଗ୍ରହଣ କରାଯାଉଛି। ଏହି କାର୍ୟ୍ୟକ୍ରମରେ ଗୋବର୍ଦ୍ଧନ ଦାଶ, ବାବାଜୀ ଦାଶ, ପିତାମ୍ବର ଆଚାର୍ୟ୍ୟ, ରଞ୍ଜିତ ହୋତା, ବ୍ରହ୍ମାନନ୍ଦ ଶତପଥି, ସୁବାସ ହୋତା, ଜ୍ଞାନରଞ୍ଜନ ମିଶ୍ର, ସଞ୍ଜୀବ ମିଶ୍ର, ମିନୁପ୍ରସାଦ ମିଶ୍ର, ସୂର୍ୟ୍ୟେନ୍ଦ୍ର ଶତପଥି, ସଂଜୟ ଶଙ୍କର ପୁରୋହିତ, ଆଶୁତୋଷ ପଣ୍ଡା ପୁରାଣ ପାଠ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories