www.samajalive.in
Monday, December 15, 2025
16.1 C
Bhubaneswar

ଫୁଲବାଣୀ ବଜାରକୁ ଆସିଲା ନୁଆ ହୋଣ୍ଡା ଆକ୍ଟିଭା ଏଚ ସ୍ମାର୍ଟ୍

ଫୁଲବାଣୀ: ଫୁଲବାଣୀ ସହରରେ ଥିବା ମାନସ ହୋଣ୍ଡା ଶୋରୁମରେ, କମ୍ପାନୀ ପକ୍ଷରୁ ବଜାରକୁ ଆସିଥିବା ନୁଆ ସ୍କୁଟି, ଆକ୍ଟିଭା ଏଚ୍ ସ୍ମାର୍ଟ ବିଏଚ୍ ୭ ମଡେଲକୁ ଶୁଭ ଉଦଘାଟନ ପରେ ବିକ୍ରୀ ଆରମ୍ଭ ହୋଇଛି। ଏହି ଅବସରରେ ଫୁଲବାଣୀର ବିଶୀଷ୍ଟତଃ ବ୍ୟବସାୟୀ ଟି ଇଶେଶ୍ବର ରାଓ ପାତ୍ର ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶୋରୁମର ମାଲିକ ମାନସ ପାତ୍ର, ଜାନକୀ ପାତ୍ର ଓ ମାତା ବନ୍ଦନା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ନୁତନ ଭର୍ଜନ ଗାଡିରେ ରିମୋର୍ଟ ଜରିଆରେ ଲକ ଓ ଅନଲକ୍ ଅଧିକ, ସ୍ମାର୍ଟ ଫାଇଣ୍ଡ ଓ ଷ୍ଟାର୍ଟ ପରି ଅଧିକ ଫିଚର୍ସ ଥିବା ସହିତ ଗାଡି ଚୋରୀ ହେବା ଭୟ ରହିବ ନାହିଁ ବୋଲି ମାନସ ପାତ୍ର ସୁଚନା ଦେଇଛନ୍ତି।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories