www.samajalive.in
Sunday, December 7, 2025
26.1 C
Bhubaneswar

ଅନନ୍ତପୁର ଓ ଧୁରୁଷିଆରେ ପୁଲିସର ଫ୍ଲାଗମାର୍ଚ୍ଚ

ଗୁରୁଡ଼ିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ଓ ଧୁରୁଷିଆରେ ସ୍ଥାନୀୟ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆଙ୍କ ଉପସ୍ଥିତିରେ ୨ ପ୍ଲାଟୁନ ଫୋର୍ସ ଅନନ୍ତପୁର ଗାଁର ବିଭିନ୍ନ ସାହିରେ ଫ୍ଲାଗମାର୍ଚ୍ଚ କରି ଭୟଶୂନ୍ୟ, ଅବାଧ ଓ ଶାନ୍ତିଶୃଙ୍ଖଳରେ ନିର୍ବାଚନ କରିବା ପାଇଁ ଚେତାଇ ଦେଇଥିଲେ। ପ୍ରକାଶଯୋଗ୍ୟ ଗତକାଲି ଏବଂ ୨ ସପ୍ତାହ ପୂର୍ବରୁ ଏଠାରେ ନିର୍ବାଚନ ଶୋଭାଯାତ୍ରାକୁ ନେଇ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫୋର୍ସମାନେ ଧୁରୁଷିଆ ଗାଁରେ ମଧ୍ୟ ଫ୍ଲାଗମାର୍ଚ୍ଚ କରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories