nua o banner

୩ ହଜାର ଲିଟର ପୋଚ ନଷ୍ଟ, ୫ ଶହ ଲିଟର ମଦ ଜବତ

BJD Bijuli 480×75 Mob

ଗୁରୁଡ଼ିଝାଟିଆ: ଚୋରା ଦେଶୀମଦ ରନ୍ଧନ କେନ୍ଦ୍ର ଉପରେ ଗୁରୁଡ଼ିଝାଟିଆ ପୋଲିସର ଜୋରଦାର ଚଢାଉ ହୋଇଛି। ଏହି ଚଢାଉରେ ୩ହଜାର ଲିଟର ପୋଚକୁ ନଷ୍ଟ କରାଯାଇଥିବା ବେଳେ ୫ଶହ ଲିଟର ମଦ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଗୁରୁଡ଼ିଝାଟିଆ ପୋଲିସ ଓର୍ଦ୍ଦା ନିକଟବର୍ତ୍ତି ଜଙ୍ଗଲରେ ଚଢାଉ କରିଥିଲା। ହେଲେ ଜଙ୍ଗଲରେ ଚୋରା ଦେଶୀମଦ ରନ୍ଧନକାରୀମାନେ କୌଶଳରେ ଖସିଯାଇଥିଲେ। ମଦ ରନ୍ଧନ ପାଇଁ ଉଦ୍ଦିଷ୍ଟ ହାଣ୍ଡି, କାଠ ଓ ମଦଭର୍ତ୍ତି ଜାର ସହିତ ମଦ ଜବତ କରିବାକୁ ସକ୍ଷମ ହୋଇଥିଲେ।

Comments are closed.