bjd gruha runa

ସମ୍ବଲପୁରରେ ବିଜେପିର ଓଡ଼ିଶା ସଂକଳ୍ପ ପତ୍ର ଉନ୍ମୋଚିତ

BJD Bijuli 480×75 Mob

ସମ୍ବଲପୁର: ଚଳିତ ନିର୍ବାଚନକୁ ଧ୍ୟାନରେ ରଖି ସମ୍ବଲପୁର ଠାରେ ବିଜେପି ପକ୍ଷରୁ ଓଡ଼ିଶା ସଂକଳ୍ପ ପତ୍ର ଉନ୍ମୋଚନ ମଙ୍ଗଳବାର କରାଯାଇଛି। ସ୍ଥାନୀୟ ଭିଏସଏସ ମାର୍ଗ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧି ଦଳର ନେତା ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲା ସଭାପତି ଗିରିଶ ପଟେଲ ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧି ଦଳ ନେତା ରାଜ୍ୟ ଶାସକ ଦଳକୁ ସମାଲୋଚନା କରିଥିଲେ।

Comments are closed.