BJD Bijuli 480×75 Mob

ରାସ୍ତାର ଉଭୟ ପାର୍ଶ୍ଵ ଜବରଦଖଲ ପାଇଁ ଡ୍ରେନ ମୁଖ୍ୟ ସମସ୍ୟା

BJD Bijuli 480×75 Mob

କଳାପଥର (ବାଙ୍କୀ): ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ବାଙ୍କୀ ବ୍ଲକ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ବଘେଇ -କୃଷ୍ଣପଲ୍ଲୀ ପ୍ରାଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାର ଲେମ୍ବେରୀ ଗାଁ ଛକ ଏଵେ ଗମନାଗମନ ଅନୁପଯୁକ୍ତ ହୋଇପଡିଛି। କଳାପଥର-ବାଘମାରି ରାଜ୍ୟ ରାଜପଥ ସହ ଧଳାପଥର -ଭାପୁର ବାଇପାସ ରାସ୍ତାକୁ ସଂଯୋଗ କରିଥିବା ଏହି ରାସ୍ତା ଉପରେ ନିର୍ଭର କରୁଥିବା ନିକଟ ପଂଚାୟତର ୧୦ ହଜାରରୁ ଅଧିକ ଲୋକ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ରାସ୍ତା ମରାମତି କରାନଗଲେ ଆନ୍ଦୋଳନ ସହ ଆଗାମୀ ବିଧାନସଭା ଏବଂ ଲୋକସଭା ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Comments are closed.