www.samajalive.in
Sunday, December 7, 2025
13.1 C
Bhubaneswar

ବିଜେଡି ମୁଖ୍ୟ ପର୍ଯ୍ୟବେକ୍ଷକ ଓ କାର୍ଯ୍ୟକର୍ତାଙ୍କ ନିର୍ବାଚନ ପାଇଁ ରଣକୌଶଳ

କଣ୍ଟାବାଞ୍ଜି: ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କଣ୍ଟାବାଞ୍ଜି ବିଧାନସଭା ଆସନରୁ ସମସ୍ତ କଳ୍ପନା ଜଳ୍ପନା ସମାପ୍ତ ପରେ ବିଜେଡି ପ୍ରାର୍ଥୀ ଭାବେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କୁ ପଞ୍ଚମ ପର୍ଯାୟରେ ଦଳ ଗତ ୧୭ ତାରିଖ ରାମ ନବମୀ ଦିନ ଘୋଷଣା ପରେ ଜୋସ ଏବଂ ଉତ୍ସାହ ଜୋର ଧରିଥିବା ବେଳେ, ସହରରେ ମନ୍ତ୍ରୀ ନେତା ଡେରା ପକାଇ ଦଳର ରଣ କୌଶଳ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜୀ. ଆର. ପ୍ୟାଲେସ ଠାରେ ବଲାଙ୍ଗୀର ଜିଲ୍ଲା ସଂସଦୀୟ କ୍ଷେତ୍ରର ମୁଖ୍ୟ ପଯ୍ୟବେକ୍ଷକ ବରିଷ୍ଠ ନେତା ତଥା ମନ୍ତ୍ରୀ ନିରଂଜନ ପୂଜାରୀ ପାଟଣା ଗଡ଼ ବିଧାୟକ ସରୋଜ ମେହେର, କଣ୍ଟାବାଞ୍ଜି ବରିଷ୍ଠ ନେତା ଅଜୟ ଦାସଙ୍କ ଉପସ୍ଥିତରେ, ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ବ୍ଲକ ଓ କଣ୍ଟାବାଞ୍ଜି ପୌରାଞ୍ଚଳର ଦଳୀୟ କାର୍ଯ୍ୟକର୍ତାଙ୍କ ସହ ରଣନୀତି ପ୍ରସ୍ତୁତ କରିବା ସହ, ନିର୍ବାଚନ ଗୋଟି ଚାଳନା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories